The Ultimate Managed Hosting Platform
ADVERTISEMENT

‘ଅନ୍ ଟାଲେଣ୍ଟେଡ୍ ଗାଏ’ ଚ୍ୟାନେଲ ବ୍ୟାନ୍ କଲା ୟୁଟ୍ୟୁବ

Facebook
Twitter
LinkedIn

ବାଲେଶ୍ୱର : ୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ । ଚ୍ୟାନେଲ ବ୍ୟାନ୍ କରିଛି ୟୁଟ୍ୟୁବ୍ । ବାଲେଶ୍ୱର ପୋଲିସ ଚ୍ୟାନେଲ ବନ୍ଦ କରିବାକୁ ୟୁଟ୍ୟୁବକୁ ଚିଠି ଲେଖିଥିଲା । ବ୍ୟାନ୍ ପରେ ଚ୍ୟାନେଲରୁ ସମସ୍ତ ଅଶ୍ଳୀଳ ରୋଷ୍ଟ ଭିଡିଓ ହଟିଯାଇଛି । ୟୁଟ୍ୟୁବର ଉଦିତ ନାୟକ ରେମୁଣା ଗୋଲେଇ ଗୁଳିକାଣ୍ଡରେ ସମ୍ପୃକ୍ତ ଥିଲା। ଉଦିତ ଅଶ୍ଳୀଳ ରୋଷ୍ଟିଂ ଭିଡିଓ ପ୍ରସ୍ତୁତ କରି ରୋଜଗାର କରୁଥିଲା ଲକ୍ଷ ଲକ୍ଷ ଟଙ୍କା । ବାଲେଶ୍ୱର ପୋଲିସ ‘ଅନ୍ ଟାଲେଣ୍ଟେଡ୍ ଗାଏ’ ୟୁଟ୍ୟୁବ ଚ୍ୟାନେଲର ମୁଖ୍ୟ ଉଦିତ ନାୟକ ସହ ୫ଜଣଙ୍କୁ ଗିରଫ କରିଛି । ଗତ ୨୪ ତାରିଖ ସନ୍ଧ୍ୟାରେ ରେମୁଣା ଗୋଲେଇ ନିକଟରେ ଏକ ଗୁଳିକାଣ୍ଡ ହୋଇଥିଲା । ସେଥିରେ ଉଦିତ ନାୟକ ସାମିଲ୍ ଥିଲା । ଗିରଫ ଯୁବକଙ୍କ ଠାରୁ ୭ଟି ଦାମୀ ମୋବାଇଲ, ଗୋଟି ଖୋକା ସହ ମାଉଜର ଓ ଦୁଇଟି ବାଇକ ଜବତ କରିଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login