ଖୋର୍ଦ୍ଧା : ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଅଧ୍ୟକ୍ଷ ଗିରଫ । ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ୍ତ ଦାସ ଗିରଫ । ବିଭିନ୍ନ ପ୍ରକାର ବାର୍ତ୍ତା ଓ ଭଏସ ମେସେଜ ପଠାଇ ଗିରଫ । ଅଧ୍ୟାପିକାଙ୍କ ବାପା ବୋଲଗଡ ଥାନାରେ ମଙ୍ଗଳବାର ଏତଲା କରିଥିଲେ । ତଦନ୍ତ ଆଧାରରେ କଲେଜର ଅଧ୍ୟକ୍ଷ ଗିରଫ ପରେ କୋର୍ଟ ଚାଲାଣ ।
Views: 55











