ଭୁବନେଶ୍ୱର : ଏମଏଲଏଙ୍କ ଦରମା ଅଢେଇ ଗୁଣ ବୃଦ୍ଧି । ବିଧାନସଭାରେ ସର୍ବସମ୍ମତିରେ ପାରିତ ହେଲା ସଂଶୋଧିତ ବିଲ । ପାଉଥିଲେ ଲକ୍ଷେ , ଏଣିକି ପାଇବେ ସାଢେ ୩ ଲକ୍ଷ । ଏକାଥରେ ବଢିଲା ଅଢେଇଗୁଣା ଦରମା । ବିଧାନସଭାରେ ସର୍ବସମ୍ମତିରେ ପାରିତ ସଂଶୋଧିତ ବିଲ । ଦରମା, ଭତ୍ତା ଓ ପେନସନ ବୃଦ୍ଧି ସମ୍ପର୍କିତ ସଂଶୋଧିତ ବିଲ ପାରିତ । ବିଧାୟକଙ୍କ ମୂଳ ଦରମା ୩୫ ହଜାରରୁ ବଢି ୯୦ ହଜାରକୁ ବୃଦ୍ଧି ।
ବିଧାୟକଙ୍କ ମୂଳ ଦରମା- ଆଗରୁ ଥିଲା ୩୫ ହଜାର, ଆଉ ଏବେ ୯୦ ହଜାର
ନିର୍ବାଚନ ମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ-ଆଗରୁ ଥିଲା ୨୦ ହଜାର , ଏବେ ହେଲା ୭୫ ହଜାର
କମିଟି ବୈଠକ ଭତ୍ତା-ଆଗରୁ ଥିଲା ୧୫ ଶହ , ଏବେ ହେଲା ୩ ହଜାର
ରାଜ୍ୟ ବାହାରେ ବୈଠକ ପାଇଁ ଦୈନିକ ଭତ୍ତା-ଆଗରୁ ଥିଲା ୨ ହଜାର ଆଉ ଏବେ ହେଲା ୧୦ ହଜାର
କାର ଯାତ୍ରା ପାଇଁ କିଲୋ ମିଟର ପିଛା -ଆଗରୁ ଥିଲା ୨୫ ଟଙ୍କା ଏବେ ହେଲା ୩୫ ଟଙ୍କା
ମାସିକ ଯାନବାହାନ ଭତ୍ତା- ଆଗରୁ ଥିଲା ୧୫ ହଜାର , ଏବେ ହେଲା ୫୦ ହଜାର
ସେହିପରି ଚିକିତ୍ସା ଖର୍ଚ୍ଚ ୫ ହଜାର ବଦଳରେ ୩୫ ହଜାର ଟଙ୍କା, ଗାଡ଼ି କିଣିବା ପାଇଁ ୫ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ଟଙ୍କା ମିଳିବ । କ୍ବାର୍ଟର୍ସ ମିଳିନଥିବା ବିଧାୟକଙ୍କ ରହଣୀ ପାଇଁ ଦିନକୁ ୨ ହଜାର ଟଙ୍କା ମିଳିବ ।
ଏମଏଲଙ୍କ ଦରମା ଅଢେଇ ଗୁଣା ବୃଦ୍ଧି , କେତେ ଯୁକ୍ତି ଯୁକ୍ତ ?
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











