The Ultimate Managed Hosting Platform
ADVERTISEMENT

ଅଣ୍ଡା ଖାଉ ନ ଥିଲେ ଫଳ ଦିଅ ; ଗଣଶିକ୍ଷା ବିଭାଗ

Facebook
Twitter
LinkedIn

ଭୁବନେଶ୍ୱର : ପିଏମ ପୋଷଣ ଓ ଏମଏମପିୱାଇ ସ୍କିମରେ ଅଣ୍ଡା ଖାଉ ନ ଥିଲେ ଫଳ ଦେବାକୁ ନିଦେ୍ର୍ଦଶ । ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ତାଗିଦ କଲା ଗଣଶିକ୍ଷା ବିଭାଗ । ଯେଉଁ ଦିନ ଅଣ୍ଡା ଦିଆଯାଉଛି , ଯିଏ ନ ଖାଇବ ଫଳ ଦେବାକୁ ଲେଖିଲେ । କୈାଣସି ସମସ୍ୟା କିମ୍ବା ଖରାପ ପ୍ରଚାର ହେବାକୁ ନ ଦେବାକୁ ପରାମର୍ଶ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login