ଉତ୍ତରାଖଣ୍ଡ : କେଦାରନାଥ ମନ୍ଦିର କପାଟ ଶୀତକାଳ ପାଇଁ ବନ୍ଦ କରିଦିଆଯାଇଛି । ଆଜିଠାରୁ ୬ ମାସ ଯାଏଁ କପାଟ ବନ୍ଦ ରହିଛି । ଆଜି ସକାଳ ୮.୩୦ରୁ ବନ୍ଦ ରହିଛି କପାଟ । ବନ୍ଦ ହେବା ପୂର୍ବରୁ ଧାମରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା । ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଥିଲେ । କପାଟ ବନ୍ଦ ସମୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଉପସ୍ଥିତ ରହିଥିଲେ । ସେହିପରି ଯମୁନେତ୍ରୀ ଧାମ କପାଟ ଆଜି ଅପରାହ୍ନ ୧୨.୩୦ ମିନିଟରେ ଶୀତକାଳ ପାଇଁ ବନ୍ଦ ହେବ ।
୬ ମାସ ପାଇଁ ବାବା କେଦାରଙ୍କ ପୂଜା ଶୀତକାଳୀନ ସ୍ଥଳ ଓଁକାରେଶ୍ବର ମନ୍ଦିର ଉଖିମଠରେ ହେବ । କପାଟ ବନ୍ଦ ହୋବ ପରେ ଭଗବାନ ଶିବ ଚଲ ଡୋଲି ଶୀତକାଳୀନ ସ୍ଥଳ ଓଁକାରେଶ୍ବର ମନ୍ଦିର ଉଖିମଠକୁ ବାହାରିଛନ୍ତି । ଆଜି ପ୍ରଥମ ଦିନରେ ଡୋଲି ରାମପୁର ରାତିରେ ବିଶ୍ରାମ କରିବେ । ଏହାପରେ ୨୪ ଅକ୍ଟୋବରରେ ଗୁପ୍ତକାଶୀ ପହଞ୍ଚିବେ । ୩ୟ ଦିନରେ ୨୫ ଅକ୍ଟୋବରରେ ଡୋଲି ଓଁକାରେଶ୍ବର ମନ୍ଦିରରେ ପହଞ୍ଚିବ । ଏଠାରେ ବାବାଙ୍କ ପୂଜା ୬ ମାସ ଯାଏଁ ହେବ । ସେଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ।
ବନ୍ଦ ହେଲା କେଦାରନାଥଙ୍କ ଯାତ୍ରା
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







