The Ultimate Managed Hosting Platform
ADVERTISEMENT

ଅଟୋ ଭିତରେ ମୃତଦେହ

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀର ଏକ ଅଟୋ ଭିତରୁ ମୃତଦେହ ଉଦ୍ଧାର । ରମାଦେବୀ ବିଶ୍ୱ ବିଦ୍ୟ୍ାଳୟ କ୍ୟାମ୍ପସ ପାଖରେ ଅଟୋରୁ ଉଦ୍ଧାର । ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ପାହାଳ ଅଞ୍ଚଳର ଜଣେ ଡ୍ରାଇଭର ଙ୍କୁ ଏ ନେଇ ପଚରାଉଚରା କରୁଛି ପୁଲିସ । ମୃତକଙ୍କ ବୟସ ୩୫-୪୦ ବର୍ଷ ମଧ୍ୟରେ ହେବା ନେଇ ଅନୁମାନ କରାଯାଉଛି ।

ଏପ୍ରିଲ ୩ରୁ ମାଟ୍ରିକ ଖାତାଦେଖା
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login