The Ultimate Managed Hosting Platform
ADVERTISEMENT

୫୦% ବାଦ ଦିବ୍ୟାଙ୍ଗ , ଏସଇବିସି ବର୍ଗଙ୍କ ନାମଲେଖା ନେଇ ୧୧.୨୫% ସରଂକ୍ଷଣ; ସୂର୍ଯ୍ୟବଂଶୀ

Facebook
Twitter
LinkedIn

ଭୁବନେଶ୍ୱର : ସାମାଜିକ ଓ ଆର୍ଥିକ ଅନଗ୍ରସର (ଏସଇବିସି) ପାଇଁ ସରଂକ୍ଷଣ ପ୍ରସଙ୍ଗ । ଏ ନେଇ ସ୍ପଷ୍ଟ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯବଂଶୀ ସୂରଜ । କାଲିର କ୍ୟାବିନେଟ ନିଷ୍ପତ୍ତି ନେଇଥିବା ଦ୍ୱନ୍ଦ ଦୂର କଲେ । ଜାତିଭିତ୍ତକ ସରଂକ୍ଷଣ ୫୦% ଟପିବନି ସୁପ୍ରିମକୋର୍ଟ ଙ୍କ ନିଦେ୍ର୍ଦଶ ରହିଛି । ଏଥିପାଇଁ ଏସଇବିସି ବର୍ଗଙ୍କ ନାମଲେଖା ନେଇ ୧୧.୨୫% ସରଂକ୍ଷଣ କଲୁ । ପୂର୍ବରୁ ଏସ-ଏସଟି ବର୍ଗଙ୍କ ପାଇଁ ୩୮.୭୫% ସରଂକ୍ଷଣ ବ୍ୟବସ୍ଥା ରହିଛି । ଏସଇବିସି ସରଂକ୍ଷଣ ୧୧.୨୫% ମିଶିଲେ ଏହା ୫୦%ରେ ସୀମିତ । ଦିବ୍ୟାଙ୍ଗଙ୍କ ୬% ଓ ପୂର୍ବତନ ସେନାନୀଙ୍କ ପରିବାରକୁ ୧% ସରଂକ୍ଷଣ ଅଲଗା । କାରଣ ଏମାନଙ୍କ ଦିଆଯାଇଥିବା ସରଂକ୍ଷଣ ଜାତିଭିତ୍ତିକ । ଏହା ସୁପ୍ରିମକୋର୍ଟ ଗାଇଡ ଲାଇନ ଉଲ୍ଲଘଂନ କରୁ ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login