The Ultimate Managed Hosting Platform
ADVERTISEMENT

୪ ବର୍ଷ ପରେ ବନ୍ଧା ହେଲା ହତ୍ୟାକାରୀ !

Facebook
Twitter
LinkedIn

ମୋହନା : ପରକୀୟା ପ୍ରୀତିରୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ହତ୍ୟାକାରୀ ପ୍ରେମିକକୁ ପିପିଲିରୁ ଗିରଫ କଲା ମୋହନା ପୋଲିସ । ୨୦୨୦ରେ ଯୁବରାଜ ଚାନ୍ଦିଙ୍କୁ ହତ୍ୟା ମାମଲାରେ ଗିରଫ କଲା ପୋଲିସ । ଯୁବରାଜଙ୍କ ପତ୍ନୀଙ୍କ ସହ ପ୍ରେମ ସମ୍ପର୍କରୁ ହତ୍ୟାକାଣ୍ଡ ଘଟିଥିଲା । ପତ୍ନୀ ଓ ପ୍ରେମିକ ମିଶି ଯୁବକରାଜଙ୍କୁ ମୁନିଗୁଡାରେ ମାର୍ ଅଡବାରେ ଫିଙ୍ଗିଥିଲେ । ଘଟଣା ପରେ ଯୁବରାଜଙ୍କ ପତ୍ନୀ ଓ ଜଣେ ସହ ଯୋଗୀ ଗିରଫ ହୋଇଥିଲେ । ତେବେ ମୁଖ୍ୟ ଅଭିଯୁକ୍ତ ପ୍ରେମିକ ସେହିଦିନ ଠାରୁ ଫେରାର ରହିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login