The Ultimate Managed Hosting Platform
ADVERTISEMENT

୩ ଦିନିଆ ଡିଜିପି ସମ୍ମିଳନୀ, ମୋ ବସ ଲାଗି କଟକଣା

Facebook
Twitter
LinkedIn

ଭୁବନେଶ୍ୱର : ଆଜିଠୁ ଆରମ୍ଭହେବ ୩ ଦିନିଆ ଡିଜିପି ସମ୍ମିଳନୀ । ଡିଜିପି ସମିଳନୀ ପାଇଁ ମୋ ବସ ସେବା ପ୍ରଭାବିତ । କାଯ୍ୟକ୍ରମ ସମୟରେ ଏହି ସବୁ ରୁଟରେ ୩ ଦିନ ଧରି ମୋ ବସ ସେବା ପ୍ରଭାବିତ ହେବ । ରୁଟ ନମ୍ବର ୯, ୧୦,୧୧,୧୨ , ୧୩, ୧୭. ୨୧, ୨୧, ୨୨ଏ, ୨୩, ୨୫, ୨୬, ୨୭, ୨୮, ୩୦, ୩୧, ୩୨, ୩୬, ୩୭, ୩୮, ୩୯, ୪୦, ୪୪, ୪୬, ୪୭, ୬୪, ୬୬ ଏବଂ ଇଋ୧, ଇଋ୨ରେ ବସ୍ ଆଜିଠାରୁ ଏକ ତାରିଖ ପର୍ୟ୍ୟନ୍ତ ପ୍ରଭାବିତ ହେବ । କମିସନରେଟ ପୋଲିସର ଟ୍ରାଫିକ କଟକଣା ଅନୁସାରେ ମୋ ବସ ସେବା ନେଇ ଏଭଳି ନିଷ୍ପତ୍ତି ନେଇଛି କ୍ରୃଟ୍ ।ଭିଆଇପି ଓ ଭିଭିଆଇପିଙ୍କ ସୁରକ୍ଷା ଓ ନିରାପତ୍ତା ଏବଂ ଜନସାଧାରଣଙ୍କ ସୁଗମାନଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଜାରି କରିଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login