The Ultimate Managed Hosting Platform
ADVERTISEMENT

୩୧ ଯାଏଁ ନିର୍ଦ୍ଧୁମ ଛେଚିବ !

Facebook
Twitter
LinkedIn

ଭୁବନେଶ୍ୱର : ଲଘୁଚାପ କ୍ଷେତ୍ର ସୃଷ୍ଟି ଯୋଗୁଁ ୩୧ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । କାଲି ପାଇଁ ୫ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣ ଜାରି । ସେପଟେ ଦକ୍ଷିଣ ଓଡ଼ିଶାରେ ବର୍ଷା ବିତ୍ପାତ। କୋରାପୁଟ ଓ ମାଲକାନଗିରିରେ ଲାଗିରହିଛି ବର୍ଷା। ଫଳରେ ଗୋଦାବରୀ ନଦୀ ଫୁଲିବାରେ ଲାଗିଛି। ତଳିଆ ଅଞ୍ଚଳର ଲୋକ ଭୟଭୀତ ହୋଇ ରହିଛନ୍ତି। କୋରାପୁଟ ଜିଲ୍ଲାରେ ୧୨ଦିନ ହେଲା ଲାଗିରହିଛି ବର୍ଷା। ଗତକାଲି କୋରାପୁଟରେ ରେକର୍ଡ ପରିମାଣର ବର୍ଷା ହୋଇଛି। ଗୋଟିଏ ଦିନରେ ୯୪୯ ଦଶମିକ ୧ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ବି ଲାଗିରହିଛି। ସେହିପରି ମାଲାକାନଗିରିରେ ବର୍ଷା ବିତ୍ପାତ। ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡା ଖସି ଧୋଇଗଲା ରାସ୍ତା। ବାୟାପଡ଼ା ଘାଟିରେ ରାସ୍ତା ଉପରେ ଚାଲିଛି ପାଣି। ଫଳରେ ୧୮ଟି ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login