The Ultimate Managed Hosting Platform
ADVERTISEMENT

୩ରୁ ମାଟ୍ରିକ ଖାତାଦେଖା

Facebook
Twitter
LinkedIn

ଭୁବନେଶ୍ୱର : ଆସନ୍ତା ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । ସୂଚନା ଦେଲେ ବୋର୍ଡ ସଭାପତି ରାମାଶିଷ ହାଜରା । କିଛି ତ୍ରୁଟି ଦେଖାଯାଇଥିଲା , ମାତ୍ର ସୁରୁଖୁରୁରେ ପରୀକ୍ଷା ସରିଛି । ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖା ହେବା ନେଇ କହିଲେ ବୋର୍ଡ ସଭାପତି ।
ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ଅନେକ ତ୍ରୁଟି ଥିବା ଅଭିଯୋଗ ହୋଇଥିଲା । ଗୋଟେ ପଟେ ପ୍ରଶ୍ନ ପତ୍ର ଲିକ ହୋଇଥିବା ବେଳେ , ଅନ୍ୟପଟେ ଇତିହାସ ଓ ରାଜନୀତି ବିଜ୍ଞାନର ପେପରରେ କମ ପ୍ରଶ୍ନ ଆସିଥିବାରୁ ଚିନ୍ତିତ ଥିଲେ ଛାତ୍ରଛାତ୍ରୀ । ଯାହାକୁ ନେଇ ଅନେକ ଅସନ୍ତୋଷ ପ୍ରକାଶ ପାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login