ବାଲିଗୁଡା : ୧୮ କେଜି ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ସୁରାପାଙ୍ଗା ଗାଁ ନିକଟରେ ବେଆଇନ ଗଂଜେଇ ଚୋରା ଚାଲାଣ ବେଳେ ପୋଲିସର ଚଢ଼ାଉ କ୍ଷ ଘଟଣା ସ୍ଥଳରୁ ଏକ ବାଇକ ସହ ୧୮ କେଜି ଗଂଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ କ.ନୂଆଗାଁ ଥାନା ସୁରାପାଙ୍ଗା ଗାଁର ତ୍ରିଲୋଚନ ସାହୁ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
Views: 30