The Ultimate Managed Hosting Platform
ADVERTISEMENT

୧୧ ଦିନରେ ରାଜସ୍ୱ ବିଭାଗର ଆନେ୍ଦାଳନ, ସେବା ନ ପାଇ ଲୋକେ ହନ୍ତସନ୍ତ

Facebook
Twitter
LinkedIn

କଟକ : ୧୧ ଦିନ ହେଲା ରଜସ୍ବ କାମ ଠପ୍ । ସରକାରୀ ସେବା ନପାଇ ଲୋକେ ହନ୍ତସନ୍ତ । ଓଡିଶା ରାଜସ୍ବ ଅମଲା ସଙ୍ଘ ସମୂହ ଛୁଟିରେ ଯାଇ ଜାରି ରଖିଥିବା ଆନ୍ଦୋଳନ ଦଶମ ଦିନରେ ପହଁଚିଛି । ରାଜ୍ୟର ୧୦ ହଜାରରୁ ଉର୍ଦ୍ଧ୍ବ ରାଜସ୍ୱ କର୍ମଚାରୀ ୩୦ଟି ଯାକ ଜିଲ୍ଲାରେ ୧୦ ଦଫା ଦାବି ନେଇ ଗତ ୧୧ ତାରିଖ ଠାରୁ ସାମୁହିକ ଛୁଟିରେ ଅଛନ୍ତି । ଫଳରେ ସାରା ରାଜ୍ୟରେ ରାଜସ୍ୱ କାର୍ୟ୍ୟ ସଂପୂର୍ଣ୍ଣ ଠପ ହୋଇଯାଇଛି । ସାଧାରଣ ଲୋକଙ୍କ ସମସ୍ୟାକୁ ଆଖିରେ ରଖି ଆନ୍ଦୋଳନରୁ ଓହରି କାର୍ୟ୍ୟରେ ଯୋଗ ଦେବାକୁ ରାଜସ୍ବ ମନ୍ତ୍ରୀ ପରାମର୍ଶ ଦେଇଥିଲେ ମଧ୍ୟ ତାହାକୁ ଭ୍ରୁକ୍ଷେପ କରି ନାହିଁ ସଙ୍ଘ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login