The Ultimate Managed Hosting Platform
ADVERTISEMENT

ୟୁନିଟ-୧ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ,ହୁତୁହୁତୁ ହୋଇ ଜଳିଗଲା ୧୫ରୁ ୨୦ ଦୋକାନ

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟରେ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ୧୫ରୁ ୨୦ ଦୋକାନ । ୧୧ଟି ଦମକଳ ଗାଡି ଦ୍ୱାରା ନିଆଁ ଆୟତ୍ତା ସୂଚନା ଦେଲେ ଚିଫ୍ ଫାୟାର ଅଫିସର ରମେଶ ମାଝୀ । ନିଆଁ କିପରି ଲାଗିଲା କାରଣ ସ୍ପଷ୍ଟ ହୋଇନି । ୪୦ ରୁ ୫୦ ଟି ଦୋକାନରେ ନିଆଁ ଲାଗିଥିବା ସୂଚନା । ଏଥିସହ ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି । ଘଟଣାସ୍ଥଳରେ ୮ଟି ଅଗ୍ନିଶମ ଗାଡ଼ି ନିୟୋଜିତ ଅଛି । ସୂଚନା ଦେଇଛନ୍ତି ଆସିଷ୍ଟାଣ୍ଡ ଫାୟାର ଅଫିସର ମନୋରଞ୍ଜନ ରାଉତ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login