The Ultimate Managed Hosting Platform
ADVERTISEMENT

ହଂକଂ ଉପରେ ନିୟନ୍ତ୍ରଣ ହାସଲ କଲା ଚୀନ

Facebook
Twitter
LinkedIn

ହଂକଂ ଉପରେ ନିୟନ୍ତ୍ରଣ ହାସଲ କଲା ଚୀନ। ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସୂଚନା ଦେଇଛନ୍ତି। ରବିବାର କମ୍ୟୁନିଷ୍ଠ ପାର୍ଟିର କଂଗ୍ରେସକୁ ସମ୍ବୋଧନ କରି ଚୀନ ହଂକଂକୁ ପୂରା ନିୟନ୍ତ୍ରଣ କରିସାରିଛି। ଏଠାକାର ଅରାଜକ ସରକାରଙ୍କୁ ସମ୍ପୂର୍ଣ୍ଣରୂପେ ଶେଷ କରିଦିଆଯାଇଛି ବୋଲି ଜିନପଙ୍ଗି କହିଛନ୍ତି। କେବଳ ସେତିକି ନୁହେଁ ଖୁବ୍‌ଶୀଘ୍ର ତାଇୱାନକୁ ମଧ୍ୟ ନିୟନ୍ତ୍ରଣ କରାଯିବ ବୋଲି ପରୋକ୍ଷରେ ଧମକ ଦେଇଛି ଚୀନ। ତାଇୱାନରେ ବିଚ୍ଛିନତାବାଦୀଙ୍କ ବିରୋଧରେ ଚୀନ କଡ଼ା ସଂଘର୍ଷ କରୁଛି। କ୍ଷେତ୍ରୀୟ ଅଖଣ୍ଡତାକୁ ରୋକିବାକୁ ଚେଷ୍ଟା କରୁଛି ବୋଲି ଚୀନ କହିଛି।

ତାଇୱାନ ବିରୋଧରେ ଚୀନ ସେନାର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି ଜିନପିଙ୍ଗ। ସୁରକ୍ଷା ସୁନିଶ୍ଚିତ କରିବା ଓ ଦେଶର ଗରିମା ଓ ମୂଳ ହିତର ରକ୍ଷା କରାଯାଇଛି। ହଂକଂର ଅସ୍ଥିର ପରିସ୍ଥିତି ସତ୍ତ୍ୱେ ବି କେନ୍ଦ୍ର ସରକାର ଅଞ୍ଚଳ ଉପରେ ନିଜର ସମ୍ପୂର୍ଣ୍ଣ ଅଧିକାର କରିନେଇଛନ୍ତି। ଏହା ଚୀନ ସମ୍ବିଧାନ ଓ ହଂକଂର ବିଶେଷ ପ୍ରଶାସନକି କ୍ଷେତ୍ରର ମୂଳ ଆଇନ ନିର୍ଦ୍ଧାରିତ ବିଶେଷ ପ୍ରଶାସନିକ କ୍ଷେତ୍ର ଆଧାରରେ ହୋଇଛି ବୋଲି ଜିନପିଙ୍ଗ କହିଛନ୍ତି।  

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login