The Ultimate Managed Hosting Platform
ADVERTISEMENT

ସୈାମ୍ୟାଶ୍ରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଜ୍ୟପାଳ , କହିଲେ କଠୋର ପଦକ୍ଷେପ ନିଆଯିବ

Facebook
Twitter
LinkedIn

ଭୁବନେଶ୍ୱର : ସୈାମ୍ୟାଶ୍ରୀଙ୍କ ମୃତ୍ୟୁ ଖବରକୁ ନେଇ ଗଭୀର ମର୍ମାହତ କହିଲେ ରାଜ୍ୟପାଳ । ଛାତ୍ରୀଙ୍କ ଅକାଳ ବିୟୋଗ ଶୁଣି ମୁଁ ଗଭୀର ମର୍ମାହତ । ଏହା କେବଳ ଏକ ଦୁଃଖଦ ଘଟଣା ନୁହେଁ , ଆମ କ୍ୟାମ୍ପସକୁ ସୁରକ୍ଷିତ ରଖିବାକୁ ଜରୁରୀ ଆବଶ୍ୟକତା ବୋଲି ମନେ ପକାଉଛି । ଆଇନ କଡା ପଦକ୍ଷେପ ନେବ ,ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡ ମିଳିବ । ସେସିଆଲ ମିଡିଆରେ ପୋଷ୍ଟ କରି ରାଜ୍ୟପାଳ କହିଛନ୍ତି, ଛାତ୍ରୀଙ୍କ ଦେହାନ୍ତ କେବଳ ଏକ ଦୁଃଖଦ ଘଟଣା ନୁହେଁ। କ୍ୟାମ୍ପସକୁ ସୁରକ୍ଷିତ ରଖିବାର ଜରୁରୀ ଆବଶ୍ୟକତା ରହିଛି । ଆଇନ ତା ବାଟରେ ଯିବ । ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାରକୁ ରାଜ୍ୟପାଳ ସମବେଦନା ଜଣାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login