The Ultimate Managed Hosting Platform
ADVERTISEMENT

ସୁରକ୍ଷାକର୍ମୀ-ମାଓବାଦୀଗୁଳି ବିନିମୟ

Facebook
Twitter
LinkedIn

ମାଲକାନଗିରି : ଛତିଶଗଡ ଦନ୍ତେୱାଡା-ନାରାୟଣପୁର ସୀମାରେ ଗୁଳି ବିନିମୟ । ଦକ୍ଷିଣ ଅବୁଝମାଡ ଜଙ୍ଗଲରେ ଭୋରରୁ ମୁହାଁମୁହିଁ ସ୍ଥିତି । ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ବର୍ତ୍ତମାନ ସୁଦ୍ଧା ୭ ଜଣ ପୋଷାକଧାରୀ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବସ୍ତର ଆଇଜି ସୁନ୍ଦରରାଜ ପି ଏନେଇ ସ୍ପଷ୍ଟ କରିଛନ୍ତି।ଆଜି ଭୋର ୩ ରୁ ୪ଟି ଜିଲ୍ଲାର ମିଳିତ ନକ୍ସଲ ଅପରେସନ୍ ଆରମ୍ଭ ହୋଇଛି। ନାରାୟଣପୁର ଏବଂ ଦାନ୍ତେୱାଡା ଏସପି ଏହି ଏନକାଉଣ୍ଟରକୁ ସ୍ପଷ୍ଟ କରିଛନ୍ତି। ଖବର ମୁତାବକ ଦକ୍ଷିଣ ଆବୁଜାମାଡରେ ଇନ୍ଦ୍ରାବତୀ କ୍ଷେତ୍ର କମିଟିର ୫୦ ରୁ ୬୦ ନକ୍ସଲ କ୍ୟାମ୍ପ କରିଥିଲେ। ତେଣୁ ମିଳିତ ଆକ୍ସନ୍ ଫୋର୍ସ ପଠାଗଲା ବୋଲି କୁହାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login