The Ultimate Managed Hosting Platform
ADVERTISEMENT

 ସାଉଥ ସୁପରଷ୍ଟାର୍ ମହେଶ ବାବୁଙ୍କ ବାପା କୃଷ୍ଣ ଗୁରୁତର

Facebook
Twitter
LinkedIn

ସାଉଥ ସୁପରଷ୍ଟାର୍ ମହେଶ ବାବୁଙ୍କ ବାପା କୃଷ୍ଣ ଗୁରୁତର। ରବିବାର ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରିପୋର୍ଟ ମୁତାବକ, ମହେଶ ବାବୁଙ୍କ ବାପାଙ୍କୁ ହୃଦଘାତ ହୋଇଛି। ହାର୍ଟ ଆଟାକ୍ ଆସିବା ପରେ ସେ ଚେତା ଶୂନ୍ୟ ହୋଇପଡିଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି। ମହେଶ ବାବୁଙ୍କ ବାପା କୃଷ୍ଣ ଟଲିଉଡ ଇଣ୍ଡଷ୍ଟ୍ରିର ଜଣେ ବଡ ଷ୍ଟାର୍। ସେ ନିଜ କ୍ୟାରିୟର୍‌ରେ ୩୦୦ରୁ ମଧ୍ୟ ଅଧିକ ଫିଲ୍ମରେ କାମ କରିଛନ୍ତି। ୭୯ ବର୍ଷୀୟ କୃଷ୍ଣଙ୍କୁ ତେଲୁଗୁ ଫିଲ୍ମର ପ୍ରଥମ ସୁପରଷ୍ଟାର୍ ବୋଲି କୁହାଯାଇଛି। ୨୦୧୬ରେ ଆସିଥିବା ଫିଲ୍ମ ଶ୍ରୀ ଶ୍ରୀରେ ତାଙ୍କୁ ଶେଷଥର ପାଇଁ ବଡ ପରଦାରେ ଦେଖିବାକୁ ମିଳିଥିଲା। ନିକଟରେ ହିଁ ମହେଶ ବାବୁଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login