The Ultimate Managed Hosting Platform
ADVERTISEMENT

ସାଂସଦଙ୍କ କାର୍ ଧକ୍କାରେ ସ୍କୁଟି ଚାଳକ ମୃତ

Facebook
Twitter
LinkedIn

ବଲାଙ୍ଗୀର : ସାଂସଦ ନିରଞ୍ଜନ ବିଶିଙ୍କ କାର୍ ଧକ୍କାରେ ଜଣେ ମୃତ । ପାଟଣାଗଡ ତମିଆ ଛକରେ ଦୁର୍ଘଟଣା । ସ୍କୁଟି ଆରୋହୀ ମୃତ । ଦୁର୍ଘଟଣା ବେଳେ ଗାଡିରେ ନ ଥିଲି କହିଲେ ସାଂସଦ । ଡ୍ରାଇଭର ଗାଡି ଚଳାଇ ଘରକୁ ଯାଉଥିଲା ବେଳେ ଦୁର୍ଘଟଣା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଖବର ଗୁଜବ, ମୁଁ ସୁସ୍ଥ : ଜୁଏଲ ଓରାମ

ଆଉ ନିର୍ବାଚନ ଲଢିବିନି , ଏଥର ଯୁବପିଢୀଙ୍କୁ ସୁଯୋଗ ଦେବି : ଜୁଏଲ

ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲଙ୍କ ବୟାନ । ଗତ ନିର୍ବାଚନ...

ADVERTISEMENT

Login