ବ୍ୟୁରୋ : ବାସ୍ତୁ ଅନୁସାରେ ଯଦି ଆପଣ କିମ୍ବା ଆପଣଙ୍କ ପିଲା ଶୋଇବା ସମୟରେ ଡରି ଚିହିଁକି ଉଠୁଛନ୍ତି କି , ବା ରାତି ଅଧରେ ଡରି ଉଠି ପଡୁଛନ୍ତି କି? ତେବେ ଏହି ଜିନିଷ ତକିଆ ତଳେ ରଖନ୍ତୁ । ଆପଣ ତକିଆ ତଳେ ଲୁହାର କିଛି ଜିନିଷ ରଖି ପାରିବେ । ଯାହା ଦ୍ୱାରା ଆପଣ ବିଭିନ୍ନ ଖରାପ ସ୍ୱପ୍ନରୁ ଦୁରେଇ ରହିବେ ।
ରବିବାର ଦିନ ଶୋଇବା ପୂର୍ବରୁ ରାତିରେ ଗ୍ଲାସରେ କ୍ଷୀର ନେଇ ମୁଣ୍ଡ ପାଖରେ ରଖିବେ । ଏହା ପରେ ସକାଳୁ ନିତ୍ୟକର୍ମ ସାରି ସେହି କ୍ଷୀରକୁ ନେଇ ଗଛ ମୂଳରେ ଅଜାଡି ଦେବେ । ଏହି ଉପାୟ ୭ ଟି ରବିବାର ଯାଏଁ କରନ୍ତୁ । ଧନ ସମସ୍ୟାରୁ ମୁକ୍ତି ମିଳିବ ।
ଯଦି ଆପଣ କିଛି ରୋଗକୁ ନେଇ ଚିନ୍ତିତ ଅଛନ୍ତି କିମ୍ବା ଅନେକ ଦିନ ଧରି ରୋଗ ଭଲ ହେଉ ନାହିଁ ତେବେ ଶୋଇବା ସମୟରେ ମୁଣ୍ଡର ପୂର୍ବ ଦିଗରେ ୧ ଟଙ୍କାର ମୁଣି ରଖି ଦିଅନ୍ତୁ । ଦେଖିବେ ଚମକôାର ହେବ ।
ବାସ୍ତୁ ଏବଂ ଜ୍ୟେତିଷ ଶାସ୍ତ୍ର ଅନୁସାରେ ରସୁଣକୁ ସୈାଭାଗ୍ୟର ପ୍ରତୀକ ବୋଲି ମାନୁଥିଲେ । ଯଦି ଆପଣ ରସୁଣ ଖୋଲାକୁ ମୁଣ୍ଡ ତଳେ ରଖି ଶୋଇବେ ତେବେ ଆପଣଙ୍କ ଆଖପାଖରେ ସକାରାତ୍ମକ ଉର୍ଜା ସଂଚାର ହେବ । ଏବଂ ଭଲ ନିଦ ମଧ୍ୟ ଆସିବ ।
ବାସ୍ତୁ ଶାସ୍ତ୍ର ଅନୁସାରେ ତକିଆ ତଳେ ଧନିଆ ରଖି ଶୋଇଲେ ରାହୁ ଦୋଷ କଟିଯାଏ । ଏହା ଦ୍ୱାରା ଆପଣ ମଧ୍ୟ ଖରାପ ସ୍ୱପ୍ନ ଦେଖିବାରୁ ଦୂରରେ ରହିବେ । ମାନସିକ ଚିନ୍ତାରୁ ମଧ୍ୟ ଦୂରରେ ରହିବେ ।
ଶୋଇବା ସମୟରେ କିଛି ଏପରି କରନ୍ତୁ .. ଅନେକ ସମସ୍ୟାରୁ ମିଳିବ ମୁକ୍ତି

Facebook
Twitter
LinkedIn
Facebook
Twitter
LinkedIn
Recent News
ଭାରତ ଆସିବେ ରୁଷ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି । ଆମେରିକା ସହ ଭାରତର ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ବେଳେ ଏବେ ରୁଷ୍ ଓ ଭାରତ...
୩ ଦୁଷ୍କର୍ମୀଙ୍କୁ ଆଜୀବନ
ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...
ସାରା ଦେଶରେ ଭୋଟ ଚୋରି : ରାହୁଲ
ନୂଆଦିଲ୍ଲୀ : ପୁଣି ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ସାରା ଦେଶରେ ଭୋଟ ଚୋରି ହେଉଥିବା କହି ବର୍ଷିଲେ । ଭୋଟର ଲିଷ୍ଟରେ...
ବାପ-ଝିଅ ଉପରେ ମାଡିଗଲା ହାଇୱା
ପାରାଦୀପ : ବାଇକ ଉପରେ ମାଡିଗଲା ହାଇୱା । ବାପ ,ଝିଅଙ୍କର ଚାଲିଗଲା ଜୀବନ । କଟକ-ପାରାଦୀପ ରାସ୍ତା କୋଠିଆସାହି ଛକରେ ଦୁର୍ଘଟଣା । ଦୁର୍ଘଟଣା ପରେ...