The Ultimate Managed Hosting Platform
ADVERTISEMENT

ଶାହରୁଖ ଖାନ୍ ଅଂଶୁଘାତର ଶିକାର, ଅହମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି

Facebook
Twitter
LinkedIn

ଅହମଦାବାଦ: ବଲିଉଡ୍ ଅଭିନେତା ଶାହରୁଖ ଖାନ୍ ଅଂଶୁଘାତର ଶିକାର । ତାଙ୍କୁ ଅହମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ୍ କର୍ତ୍ତୃପକ୍ଷ ଏନେଇ ଏକ ପ୍ରେସ୍ବିଜ୍ଞପ୍ତିରେ କହିଛନ୍ତି ଯେ କେକେଆର୍ ଓ ଏସଆର୍ଏଚ୍ ମ୍ୟାଚ୍ ସମୟରେ ଶାହରୁଖ୍ ଷ୍ଟାଡିୟମ୍ରେ ଉପସ୍ଥିତ ଥିଲେ। ସେଠାରୁ ବିଳମ୍ବିତ ରାତିରେ ନିଜ ଟିମ୍ କେକେଆର୍ ସହ ଆଇଟିସି ନର୍ମଦା ହୋଟେଲ୍ ଯାଇଥିଲେ। ଆଜି ସକାଳେ ସେ ଅସୁସ୍ଥ ଅନୁଭବ କରିଥିଲେ। ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି। ସୁସ୍ଥ ହେବାଯାଏଁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଶାହରୁଖ୍ଙ୍କ ଅସୁସ୍ଥ ଖବର ଶୁଣିବା ପରେ ତାଙ୍କ ପତ୍ନୀ ଗୌରୀ ଖାନ୍, ବ୍ୟବସାୟୀ ଜୟ ମେହେଟ୍ଟା, ଜୁହୀ ଚାୱଲା ପ୍ରମୁଖ ହସ୍ପିଟାଲରେ ପହଞ୍ଚିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login