ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ ପଚରାଉଚରା କରୁଛି ପୋଲିସ । ରୋହିଙ୍ଗ୍ୟା ସନ୍ଦେହରେ ଏମାନଙ୍କୁ ପଚରାଉଚରା କରାଯାଉଥିବା କହିଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ। ଏମାନେ ବେଆଇନ ଭାବେ କେମିତି ଆସିଲେ, କେଉଁ ରାସ୍ତାରେ ଆସିଲେ ତାର ଯାଞ୍ଚ ଚାଲଛି ।
Views: 6