The Ultimate Managed Hosting Platform
ADVERTISEMENT

ରୁଣ ବୋଝ ହେଲା କାଳ, ପୁଅକୁ ଫିଙ୍ଗି ନଦୀକୁ ଡେଇଁଲେ ମାଆ

Facebook
Twitter
LinkedIn

କଟକ : ରୁଣ ସୁଝି ନ ପାରିବାରୁ ନେଲେ ଚରମ ପଦକ୍ଷେପ । ପୁଅକୁ ଧରି ଚିତ୍ରୋତ୍ପଳା ନଦୀକୁ ଡେଇଁଲେ ମା’ । କଟକ ଜିଲ୍ଲା ନେମାଳ ପାଖ ଚିତ୍ରୋତ୍ପଳା ନଦୀକୁ ଡେଇଁପଡିଛନ୍ତି ମା’ ସୁହାନ ପରବିନ । ତେବେ ନାବାଳକ ପୁଅର ମୃତ୍ୟୁ ହୋଇଥିବା ବେଳେ ମା’କୁ ଏବେ ବି ଖୋଜାଖୋଜି ଜାରି ରହିଛି । ମୃତ ନାବାଳକ ହେଉଛନ୍ତି ୧୦ ବର୍ଷିୟ ସେକ ତାୟର ଉଦ୍ଦିନ । ତେବେ ଗ୍ରୁପ ଲୋନ କରି ଚିନ୍ତିତ ଥିବା ହେତୁ ନଦୀକୁ ଡେଇଁ ପଡିଥିବା ନାବାଳିକା ଝିଅ ଓ ସମର୍କୀୟ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଁଚିଲେ । ପାରମ୍ପରିକ ନୃତ୍ୟ ମାଧ୍ୟମରେ ସ୍ୱାଗତ କରାଯାଇଛି...

ADVERTISEMENT
ତୀବ୍ର ହେଉଛି ଇସ୍ରାଏଲ – ଇରାନ ଯୁଦ୍ଧ ; ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ନଷ୍ଟ କଲା ଇରାନ

ତୀବ୍ର ହେଉଛି ଇସ୍ରାଏଲ – ଇରାନ ଯୁଦ୍ଧ ; ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ନଷ୍ଟ କଲା ଇରାନ

ନୂଆଦିଲ୍ଲୀ : ଦିନକୁ ଦିନ ତୀବ୍ର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଇସ୍ରାଏଲ-ଇରାନ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ବୃଦ୍ଧି ପାଉଛି । ୮ ଦିନ ଧରି ଲଗାତାର ହେଉଛି...

Login