ନୂଆଦିଲ୍ଲୀ : ରିଲିଜ ହେଲା ଫିଲ୍ମ ପୁଷ୍ପା-୨ । ପ୍ରଥମ ଦିନର ପ୍ରଥମ ସୋ ଏବେ ପ୍ରାୟ ହଲରେ ହାଉସଫୁଲ ରହିଛି । ଆସନ୍ତା ରବିବାର ପ ର୍ଯ୍ୟନ୍ତ ସବୁ ଅନଲାଇନ ଟିକେଟ ଫୁଲ ରହିଛି । ୨୦୨୧ରେ ପୁଷ୍ପାର ସଫଳତା ପରେ ହାଇ ବଜେଟ ସିନେମା ପୁଷ୍ପା-୨ରେ ବଢିଛି କ୍ରେଜ । ସେପଟେ ରିଲିଜ୍ ପୂର୍ବରୁ ପୁଷ୍ପା-୨ ଭାଙ୍ଗୁଛି ଗୋଟିଏ ପରେ ଗୋଟିଏ ରେକର୍ଡ। ଡିସେମ୍ବର ୧ରୁ ଆରମ୍ଭ ହୋଇଥିବା ଆଡାଭାନ୍ସ ଟିକେଟ ବୁକିଂ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗି ଆଗେଇ ଚାଲିଛି। ପ୍ରଥମ ଦିନରେ ଟିକେଟ ବୁକିଂରେ ପୁଷ୍ପା ଟୁ ପାଖାପାଖି ୩୦କୋଟି ଟଙ୍କା ଆୟ କରିସାରିଥିବାବେଳେ ଦ୍ବିତୀୟ ଦିନ ବି ନନଷ୍ଟପ ବୁକିଂ ଚାଲିଥିଲା । ସିନେ ସମୀକ୍ଷକଙ୍କ ମତରେ ପ୍ରଥମ ଦିନରେ ଅଲ୍ଲୁ ଅର୍ଜୁନଙ୍କ ଏହି ବହୁ ପ୍ରତିକ୍ଷିତ ସିନେମା ପ୍ରଥମ ଦିନରେ ଶହେ କୋଟିରୁ ଅଧିକ ବକ୍ସ ଅଫିସ ଆୟ କରିପାରେ। ହିନ୍ଦୀ, ତାମିଲ, କନ୍ନଡ, ମାଲାଲିୟମ, ତେଲେଗୁ ସହ ମୋଟ ୫ଟି ଭାଷାରେ ରିଲିଜ ହେବାକୁ ଥିବା ପୁଷ୍ପା ଟୁ। ସବୁଠୁ ବଡ କଥା ହେଉଛି ହିନ୍ଦୀ ଭାଷାର ଟିକେଟ ବିହାରରେ ସବୁଠୁ ଅଧିକ ବିକ୍ରି ହେଉଛି।
ରିଲିଜ ହେଲା ଫିଲ୍ମ ପୁଷ୍ପା-୨, ପ୍ରିମିୟର ଶୋରେ ଦଳାଚକଟା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











