The Ultimate Managed Hosting Platform
ADVERTISEMENT

ରିଲିଜ୍ ହେଲା ସାଉଥ୍ ସୁପରଷ୍ଟାର ବିଜୟ ଏବଂ ସାମନ୍ଥାଙ୍କ ଫିଲ୍ମ ‘ଖୁସି’

Facebook
Twitter
LinkedIn

ମୁମ୍ବାଇ : ରିଲିଜ ହେଲା ସାଉଥ ଫିଲ୍ମ “ଖୁସ”ି । ଫିଲ୍ମ ‘ଖୁସି’ ରିଲିଜ୍ ହେବା ଠାରୁ ଏପର୍ୟ୍ୟନ୍ତ ଦର୍ଶକଙ୍କ ଭଲ ରିଭ୍ୟୁ ମିଳିଛି । ତେବେ ଫିଲ୍ମ ‘ଖୁସି’ର ପ୍ରଥମ ଦିନର ରୋଜଗାର, ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘ଡ୍ରିମ୍ ଗର୍ଲ ୨’କୁ ପଛରେ ପକାଇ ଦେଇଛି । ଏହି ଫିଲ୍ମ ଫାଷ୍ଟ ଡେ’ରେ ୧୫ କୋଟି କଲେକ୍ସନ୍ କରିଛି । ରିପୋର୍ଟ ଅନୁସାରେ, ବିଜୟ ଦେବରାକୋଣ୍ଡା ଓ ସାମନ୍ଥା ରୁଥ ପ୍ରଭୁଙ୍କ ଫିଲ୍ମ ‘ଖୁସି’ ୧୬ କୋଟି ଟଙ୍କାର ଓପୋନିଙ୍ଗ୍ କରିଛି । ତେବେ ଏପର୍ୟ୍ୟନ୍ତ ଭାରତରେ ୧୬ କୋଟି କଲେକ୍ସନ୍ ହୋଇଛି । ସୂଚନା ଅନୁସାରେ, ବିଜୟ ଦେବରାକୋଣ୍ଡା ପାଞ୍ଚ ବର୍ଷ ପରେ ‘ଖୁସି’ର ସଫଳତା ପାଳନ କରୁଛନ୍ତି । କାରଣ ୨୦୧୯ ପରେ ‘ଖୁସି’ ତାଙ୍କର ଏକ ହିଟ୍ ଫିଲ୍ମ ହୋଇଛି । ଏହା ସହ ସାଉଥ୍ ସୁପରଷ୍ଟାର ବିଜୟ ସୋସିଆଲ ମିଡିଆ ଜରିଆରେ ତାଙ୍କ ଫ୍ୟାନ୍ସଙ୍କ ସହ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login