The Ultimate Managed Hosting Platform
ADVERTISEMENT

ରାଜ୍ୟରେ ଇନଫ୍ଲୁଏଞ୍ଜା ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ଇନଫ୍ଲୁଏଞ୍ଜା ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ମନ ଇଚ୍ଛା ଔଷଧ ସେବନ ନ କରିବାକୁ ପରାମର୍ଶ ଦେଲେ । ବିନା ଡାକ୍ତରୀ ପରାମର୍ଶରେ ଆଣ୍ଟିବାୟୋଟିକ , ଷ୍ଟେରଏଡ ଖଆନ୍ତୁନି । ଲକ୍ଷଣ ବଢୁ ଥିବାରୁ ଆଇଏଲଏସ ସର୍ଭେଲାନ୍ସ ବଢାଯିବ । କୋଭିଡ ଓ H3N2ଭାଇରସର ଲକ୍ଷଣ ସମାନ ବୋଲି କହିଛନ୍ତି ସ୍ୱାସ୍ଥ୍ୟନିର୍ଦ୍ଦେଶକ ବିଜୟ ମହାପାତ୍ର । କୋଭିଡ ନେଗେଟିଭ ଥିଲେ ସାମ୍ପଲ ସଂଗ୍ରହ କରି ପଠାନ୍ତୁ । ଲକ୍ଷଣ ଥିଲେ ଟେଷ୍ଟ କରାନ୍ତୁ । ନିଜକୁ ଆଇସୋଲେଟ କରନ୍ତୁ ।
H3N2 ଭାଇରସ ସଂକ୍ରମଣ ର ବ୍ୟକ୍ତି ଓଡିଶାରେ ଚିହ୍ନଟ ହେବା ପରେ ପୁଣି ଥରେ ଲୋକଙ୍କ ମନରେ ଭୟ ପଶି ଯାଇଛି । କୋଭିଡ ଲୋକଙ୍କର ମେରୁଦଣ୍ଡ କୁ ଭାଙ୍ଗି ଦେଇଥିବା ବେଳେ H3N2ଭାଇରସ ଲୋକଙ୍କ ମନରେ ଛନକା ପଶି ଯାଇଛି । ତେଣୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଲୋକ ମାନଙ୍କୁ ଏ ନେଇ ସତର୍କ କରାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login