ପୁରୀ : ଏଥର ରଥ ଯାତ୍ରା ପାଇଁ ପୁରୀକୁ ଗଡିବ ଏକ ହଜାର ବସ । ଘରୋଇ ବସ ମାଲିକ ସଂଘ ସହ ବୈଠକ ପରେ ପରିବହନ କମିଶନରଙ୍କ ସୂଚନା । ପୁରୀ ତାଳବଣିଆ ଏବଂ ମାଳତିପାଟପୁରରେ ହେବ ବସ ପାର୍କିଂ । ବସ ରହଣିସ୍ଥଳରୁ ରଥ ଦେଖିବା ପାଇଁ ରହିବ ବ୍ୟାଟେରୀ ଗାଡି । ଧାର୍ଯ୍ୟ ଠାରୁ ଅଧିକ ଭଡା ନେଇ ପାରିବେନି ଗାଡି ମାଲିକ । ଘରୋଇ ବସ ମାଲିକ ସଂଘ ସହ ଆଲାଚେନା ପରେ ନିଷ୍ପତ୍ତି ।
Views: 62











