କଟକ : ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ବାରଙ୍ଗ ଷଣ୍ଢପୁର ଗାଁ ନିକଟରେ ଗାଡି ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ । ରାସ୍ତାରେ ଏକ ଟ୍ରକ ସହ ଧକ୍କା ହେବା ପରେ ଦୁର୍ଘଟଣା । ଦୁର୍ଘଟଣାରେ କାହାରି କୈାଣସି କ୍ଷତି ହୋଇନାହିଁ । ଫଳରେ ମନ୍ତ୍ରୀଙ୍କ ଗାଡି ଡ଼ାହାଣ ପାର୍ଶ୍ୱ ଭାଙ୍ଗି ଯାଇଛି।ବାରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଥାନାକୁ ଆଣି ତଦନ୍ତ କରୁଛି । ସେପଟେ ମନ୍ତ୍ରୀ ଅନ୍ୟ ଏକ ଗାଡ଼ିରେ ଭୁବନେଶ୍ୱର ଫେରିଛନ୍ତି ।
Views: 46