The Ultimate Managed Hosting Platform
ADVERTISEMENT

ଯୁବକଙ୍କୁ ଭୁଜାଲିରେ ହାଣି ଜୀବନ ନେଇଗଲେ !

Facebook
Twitter
LinkedIn

ବ୍ରହ୍ମପୁର : ପୂର୍ବ ଶତ୍ରୁତାରୁ ଯୁବକଙ୍କ ଜୀବନ ନେଇଗଲେ । ବଡବଜାର ଥାନା ଜଗବନ୍ଧୁ ସାହିରେ ବୀଭତ୍ସ ହତ୍ୟାକାଣ୍ଡ । ମୁଖ୍ୟ ଅଭିଯୁକ୍ତ ଫେରାର , ଅଭିଯୁକ୍ତର ବାପା ଓ ଭାଇକୁ ଅଟକ ରଖିଛି ପୋଲିସ । ସୂଚନା ଅନୁଯାୟୀ, ଗତକାଲି ରାତିରେ ବିଦ୍ୟାଧର ନିଜ ସାଙ୍ଗ ସହ ଘରକୁ ଫେରୁଥିବା ବେଳେ ୫ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ଉଠାଇନେଇଥିଲେ । ପରେ ମରଣାନ୍ତକ ଆକ୍ରମଣ କରିଥିଲେ। ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।  

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login