The Ultimate Managed Hosting Platform
ADVERTISEMENT

ମୁମ୍ବାଇ ଏୟାରପୋର୍ଟ ଏବଂ ତାଜ ହୋଟେଲକୁ ବୋମା ଧମକ

Facebook
Twitter
LinkedIn

ନୂଆଦିଲ୍ଲୀ : ମୁମ୍ବାଇ ଏୟାରପୋର୍ଟ ଏବଂ ତାଜ ହୋଟେଲକୁ ବୋମା ଧମକ । ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ଏୟାରପୋର୍ଟ ଏବଂ ତାଜ ହୋଟେଲକୁ ବୋମା ଧମକ । ବୋମା ବିସ୍ଫୋରଣରେ ଉଡ଼ାଇବାକୁ ଧମକ ମିଳିଛି । ମୁମ୍ବାଇ ଏୟାରପୋର୍ଟ ପୋଲିସକୁ ଇମେଲ ଜରିଆରେ ମେସେଜ ମିଳିଛି । ଧମକ ମିଳିବା ପରେ ପୋଲିସ ହାଇ ଆଲର୍ଟରେ ରହି ସମସ୍ତ ସ୍ଥାନକୁ ତଲାସୀ କରୁଛି । ଇମେଲରେ କୁହାଯାଇଛି କି, ତାଜ ହୋଟେଲ ଏବଂ ମୁମ୍ବାଇ ଏୟାରପୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ମେଲରେ ଆତଙ୍କୀ ଅଫଜଲ ଗୁରୁ ଏବଂ ସେବକ୍କୁ ଶଙ୍କରକୁ ଅନ୍ୟାୟ ଭାବେ ଦଣ୍ଡ ମିଳିଥିବା ନେଇ ଧମକ ମିଳିଛି । ମେଲ୍ କରିଥିବା ଅଭିଯୁକ୍ତକୁ ଟ୍ରାକ କରିବା ପାଇଁ ପୋଲିସ ଚେଷ୍ଟା କରୁଛି । ଧମକ ମିଳିବା ପରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସୀ ଯାଞ୍ଚ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login