ଛତିଶଗଡ : ମିନି ଟ୍ରକ-ଟ୍ରେଲର ଧକ୍କା । ୧୩ ଜଣଙ୍କର ଚାଲିଗଲା ଜୀବନ । ରାୟପୁରରେ ମିନି ଟ୍ରକକୁ ଧକ୍କା ଦେଲା ଟ୍ରେଲର । ୯ ମହିଳାଙ୍କ ସମେତ ୧୩ ଜଣଙ୍କ ଘଟଣାସ୍ଥଳରେ ଚାଲିଗଲା ଜୀବନ । ଏକାଧିକ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଚଳାଇଛି ।
Views: 33