The Ultimate Managed Hosting Platform
ADVERTISEMENT

ମାହାଙ୍ଗା ଡବଲ ମର୍ଡର ଘଟଣାରେ ୯ ଜଣଙ୍କୁ ଆଜୀବନ

Facebook
Twitter
LinkedIn

କଟକ : ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ୯ ଜଣଙ୍କୁ ଆଜୀବନ କାରାଦଣ୍ଡ । ପ୍ରମାଣ ଅଭାବରୁ ଜଣେ ନିଦେ୍ର୍ଦାଷରେ ଖଲାସ ହୋଇଛନ୍ତି । ସାଲେପୁର ଅତିରିକ୍କ ଦୈାରାଜଜ ଏ ନେଇ ରାୟ ଶୁଣାଇଛନ୍ତି । ପ୍ରତାପ ଜେନାଙ୍କ ମାମଲା ହାଇକୋର୍ଟରେ ବିଚାରଧୀନ ରହିଛି । ୨୦୨୧ରେ ଘଟିଥିଲା ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ । କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହୋଇଥିଲା ମୃତ୍ୟୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login