The Ultimate Managed Hosting Platform
ADVERTISEMENT

ମାଲବାହୀ ଟ୍ରେନ ଲାଇନଚ୍ୟୁତ

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନ ୟାର୍ଡରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ରାତି ୧ଟା ୩୫ରେ ୬ ବଗି ଲାଇନଚ୍ୟୁତ ନେଇ ରେଲୱେ ପକ୍ଷରୁ ସୂଚନା ମିଳିଛି । ଏଥିରେ କାହାର କିଛି କ୍ଷୟ କ୍ଷତି ହୋଇ ନାହିଁ କିମ୍ବା କୈାଣସି ବ୍ୟକ୍ତି ଆହତ ହୋଇ ନାହାନ୍ତି । ଘଟଣାସ୍ଥଳରେ ରେଳ ବିଭାଗର ଅଧିକାରୀ ମାନେ ପହଁଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ବର୍ତ୍ତମାନ ଟ୍ରେନ ଚଳାଚଳ ସ୍ୱାଭାବିକ ଥିବାବେଳେ କିଛି ଟ୍ରେନର ଦିଗ ପରିବର୍ତ୍ତନ ସହ କ୍ୟାନ୍ସଲ କରାଯାଇଛି । ବର୍ତ୍ତମାନ ମରାମତି କାର୍ଯ୍ୟ ଚାଲୁଅଛି । ସମାନ ଭାବେ ଗତ ୨୬ ତାରିଖ ଦିନ ମଧ୍ୟ ଭୁବନେଶ୍ୱର ମଞ୍ଚେଶ୍ୱର ୟାର୍ଡରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login