କଟକ : ଘର ପଛପଟୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ବାରଙ୍ଗ ଥାନା ଗୋଡିସାହି ଗାଁରେ ମହିଳାଙ୍କୁ ବିଭତ୍ସ ହତ୍ୟା । ମୃତଦେହ ନିକଟରୁ ରକ୍ତଲଗା କାଠ ଫାଳିଆ ଓ ପଥର ଜବତ । କେହି ପଥର ଓ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ଅନୁମାନ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ବାରଙ୍ଗ ଥାନା ପୋଲିସର ଛାନଭିନ ।ବିଳମ୍ବିତ ରାତିରେ ମହିଳା ଜଣକ ସୋଇଥିବା ବେଳେ କେହି ତାଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି ।
Views: 112











