The Ultimate Managed Hosting Platform
ADVERTISEMENT

ମହାରାଷ୍ଟ୍ର ପାଇଁ ବିଜେପିର ପର୍ଯ୍ୟ ବେକ୍ଷକ ହେଲେ ନିର୍ମଳା ସୀତାରମଣ , ବିଜୟ ରୂପାନୀ

Facebook
Twitter
LinkedIn

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ମହାରାଷ୍ଟ୍ର ପାଇଁ ପର୍ୟ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ମହାରାଷ୍ଟ୍ରରେ ଦଳର ବିଧାୟକ ଦଳ ନେତା ଚୟନ ପାଇଁ ଏହି ଦୁଇ ନେତାଙ୍କୁ ନିଯୁକ୍ତ କରାଯାଇଛି। ଡିସେମ୍ବର ୪ତାରିଖରେ ମହାରାଷ୍ଟ୍ରରେ ବିଜେପି ବିଧାୟକ ଦଳ ବୈଠକ ବସିବ। ବିଧାୟକ ଦଳ ବୈଠକରେ ନେତା ଚୟନ କରାଯିବ ଏବଂ ଏହା ପରେ ସରକାର ଗଠନ ପାଇଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ବିଜୟ ରୁପାନି ଏବେ ପଂଜାବରେ ବିଜେପିର ପ୍ରଭାରୀ ଅଛନ୍ତି। ବିଜେପିର ନେତା କିଏ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦେବେନ୍ଦ୍ର ଫଡନାଭିସ ଏହି ଦୌଡ଼ରେ ଆଗୁଆ ଅଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login