ଭଦ୍ରକ : ମଧ୍ୟାହ୍ନ ଭୋଜନରେ ଝିଟିପିଟି । ଖାଦ୍ୟ ଖାଇ ୧୧ ଛାତ୍ରଛାତ୍ରୀ ଅସୁସ୍ଥ । ଏଲଖା ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅସୁସ୍ଥ । ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖାଇବା ବେଳେ ଖାଦ୍ୟରେ ଝିଟିପିଟି ଦେଖି ଶିକ୍ଷକଙ୍କୁ ଜଣାଇଥିଲେ ପିଲା ।
Views: 93











