The Ultimate Managed Hosting Platform
ADVERTISEMENT

ମଇଁଷି ମୃତ୍ୟୁ ; ମିଳିବ କ୍ଷତିପୂରଣ

Facebook
Twitter
LinkedIn

କେନ୍ଦ୍ରାପଡା : ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣାରେ ମିଳିବ କ୍ଷତିପୂରଣ । ସୂଚନା ଦେଲେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ମନୋଜ ପଟ୍ଟନାୟକ । ୯୦ ମଇଁଷି ଚରିବାକୁ ଯାଇଥିଲେ , ୪୪ ମୃତ ମଇଁଷି ଉଦ୍ଧାର ହୋଇଥିଲେ । ୮ ଜୀବନ୍ତ ଉଦ୍ଧାର ହୋଇଥିଲା ବେଳେ ୩୮ ମଇଁଷି ଏବେବି ନିଖୋଜ । ସୂଚନା ଅନୁଯାୟୀ, ଗାଁର ୪ଟି ପରିବାରର ପ୍ରାୟ ୬୦ଟି ମଇଁଷି ପାଣିରେ ବୁଡ଼ି ମରିଯାଇଥିଲେ । ଦିନ ୧୧ଟା ବେଳେ ମଇଁଷି ଚରାଇବା ପାଇଁ ଗଳିଆ ନଦୀ ପାର୍ ହେଉଥିବା ବେଳେ ଅଘଟଣ ଘଟିଥିଲା । ନଦୀ ପାର ବେଳେ ନଦୀରେ ସ୍ରୋତ ଅଧିକ ହେବାରୁ ମଇଁଷି ପହଁରି ନପାରି ବୁଡ଼ିଯାଇଥିଲେ । ଏତେ ସଂଖ୍ୟକ ମଇଁଷିଙ୍କ ମୃତ୍ୟୁ ହୋଇଥିବାରୁ ଭାଙ୍ଗି ପଡ଼ିଥିଲେ ୪ ଟି ପରିବାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login