The Ultimate Managed Hosting Platform
ADVERTISEMENT

ଶିଶୁବାଟିକା ପିଲାଙ୍କୁ ଦିଆଯିବ ୟୁନିଫର୍ମ, ଜୋତା, ମୋଜା, ଟ୍ରାକ ପ୍ୟାଣ୍ଟ

Facebook
Twitter
LinkedIn

ଭୁବନେଶ୍ୱର : ଶିଶୁ ବାଟିକା ପିଲାଙ୍କୁ ଦିଆଯିବ ୟୁନିଫର୍ମ, ଜୋତା, ମୋଜା, ଟ୍ରାକ ପ୍ୟାଣ୍ଟ । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ୩ ଲକ୍ଷ ୧୦ ହଜାର ୮୪୯ ପିଲାଙ୍କୁ ଦିଆଯିବ ୟୁନିଫର୍ମ । ପ୍ରତି ପିଲାପିଛା ୧୦୦୦ ଟଙ୍କା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ଯୋଜନା କରାଯାଉଛି । ଥିପାଇଁ ପାଣ୍ଠି ଅନୁମୋଦନ ଦେବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ଚିଠି ଲେଖିଛି ଓସେପା। ସୂଚନାଯୋଗ୍ୟ, ୨୦୨୫-୨୬ ଶିକ୍ଷା ବର୍ଷ ମଧ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ସରକାରୀ ବିଦ୍ୟାଳୟରେ ୪୧ ଲକ୍ଷ ୩୧ହଜାର ୨୪ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ସମଗ୍ର ଶିକ୍ଷା ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ପାଇଁ ମୁଣ୍ଡ ପିଛା ୬୦୦ ଟଙ୍କା ଅନୁସାରେ ରାଜ୍ୟ ସରକାର ୨୪୭୮୬.୧୪୪୦୦ ଟଙ୍କା ମଞ୍ଜୁର କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login