ଶ୍ରୀନଗର : ଜମ୍ମୁକାଶ୍ମୀର ରାମବନରେ ଭୟଙ୍କର ଭୂସ୍ଖଳନ ପରେ ସ୍ଥିତି ସଙ୍ଗୀନ ହୋଇଛି । ଜମ୍ମୁକାଶ୍ମୀର ରାମବନରେ ଭୟଙ୍କର ଭୂସ୍ଖଳନ ପରେ ସ୍ଥିତି ସଙ୍ଗୀନ ହୋଇଛି । ପାଗ ଖରାପ ଥିବାରୁ ଆଉ ବିପଦ ଟଳିନଥିବାରୁ ରାମବନରେ ଆଜି ପାଇଁ ସ୍କୁଲ ଏବଂ କଲେଜକୁ ଛୁଟି ରଖାଯାଇଛି । ସମସ୍ତ ସରକାରୀ ସ୍କୁଲ-କଲେଜ ଏବଂ ଘରୋଇ ସ୍କୁଲ-କଲେଜକୁ ବନ୍ଦ କରାଯାଇଛି ଏବଂ ଘରେ ରହିବା ସହ ସତର୍କ ରହିବାକୁ କୁହାଯାଇଛି । ପରିସ୍ଥିତି ଦେଖି ଆସନ୍ତାକାଲି ମଧ୍ୟ ସ୍କୁଲ କଲେଜ ଛୁଟି ରହିପାରେ । ସେପଟେ ସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ଧାରକାମ ଜୋରଦାର ଚାଲିଛି । ଏନଡିଆରଏଫ ଟିମ୍ ଏବଂ ଭାରତୀୟ ଯବାନ ଲୋକଙ୍କ ସେବାରେ ଲାଗି ପଡିଛନ୍ତି ।
Views: 19