The Ultimate Managed Hosting Platform
ADVERTISEMENT

ଭୂକମ୍ପରେ ଥରିଲା ପାକିସ୍ତାନ , ଘରୁ ବାହାରକୁ ଦୈାଡି ଆସିଲେ ଲୋକେ

Facebook
Twitter
LinkedIn

ନୂଆଦିଲ୍ଲୀ : ପାକିସ୍ତାନରେ ହୋଇଛି ଭୂମିକମ୍ପ । ଭୂମିକମ୍ପର ତୀବ୍ରତା ୫.୮ ରହିଛି । ଭୂମି ଥରିବା ଅନୁଭବ କରି ଲୋକମାନେ ଘରୁ ବାହାରକୁ ଦୌଡ଼ି ଆସିଥିଲେ । କିଛି ସମୟ ମଧ୍ୟରେ ରାସ୍ତାରେ ବହୁ ସଂଖ୍ୟକ ଲୋକ ଏକାଠି ହେଲେ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ର ସୂଚନା ଅନୁସାରେ ଅପରାହ୍ନ ୧ଟାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ର ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା । ଏପର୍ୟ୍ୟନ୍ତ କୌଣସି ପ୍ରକାରର କ୍ଷତି ବିଷୟରେ କୌଣସି ସୂଚନା ନାହିଁ । ଅନ୍ୟାନ୍ୟ ବିବରଣୀ ଅପେକ୍ଷା କରାଯାଇଛି । କୁହାଯାଉଛି ଯେ ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖାଯାଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ପଞ୍ଜାବର ଅମୃତସରରୁ ୪୧୫ କିଲୋମିଟର ପଶ୍ଚିମରେ ବୋଲି କୁହାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login