The Ultimate Managed Hosting Platform
ADVERTISEMENT

ଭୁବନେଶ୍ୱରର ୭ଟି ସ୍ଥାନରେ ହେବ ରାବଣ ପୋଡି

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀର ୭ଟି ସ୍ଥାନରେ ହେବ ରାବଣପୋଡି । ନହରକଣ୍ଡା, ବରମୁଣ୍ଡା, ବରଗଡ଼, କୋରଡକଣ୍ଟାରେ ହେବ ରାବଣ ପୋଡ଼ି । ବାଙ୍କୁଆଳ, ଗୋପାଳପୁର, କିଟସ ରୋଡ଼, କପିଳପ୍ରସାଦ ଫୁଟବଲ ପଡିଆରେ ମଧ୍ୟ ରାବଣ ପୋଡିର ଆୟୋଜନ କରାଯାଇଛି । କିନ୍ତୁ ପୂଜା ଆୟୋଜକଙ୍କୁ ରାବଣ ପୋଡ଼ି ଚିନ୍ତା । ଆସନ୍ତାକାଲି ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଏହାକୁ ନେଇ ଚିନ୍ତା ପଡ଼ିଛନ୍ତି ପୂଜା ଆୟୋଜକ । ଯଦି ବର୍ଷା ହେବ ତେବେ କେମିତି ରାବଣ ପୋଡ଼ି ହେବେ ସେନେଇ ଚିନ୍ତାରେ ପଡିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login