The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ ଏସଆରଏ

Facebook
Twitter
LinkedIn

ଯାଜପୁର : ଲାଞ୍ଚ ନେଇ ଧରାପଡିଲେ ବ୍ୟାସନଗର ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ(ଏସଆରଏ) । ବ୍ୟାସନଗର ତହସିଲ ଏସଆରଏ ହେମନ୍ତ କୁମାର ପେରେଇ ଧରାପଡିଲେ । ୪୫୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ । ତାଙ୍କୁ ଭିଜିଲାନ୍ସ ଟିମ୍ ଅଧିକ ପଚରାଉଚରା କରୁଥିବା ଜଣାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login