The Ultimate Managed Hosting Platform
ADVERTISEMENT

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଆମେରିକା ଗଣମାଧ୍ୟମ ସିଏନବିସିକୁ ଦେଇଥିବା ସାକ୍ଷାତକାରରେ ୨୪ ଘଣ୍ଟାରେ ଭାରତ ଉପରେ “ଅତ୍ୟନ୍ତ ଉଲ୍ଲେଖନୀୟ’’ ଶୁଳ୍କ ବୃଦ୍ଧି କରିବାକୁ ଯୋଜନା ଥିବା ଘୋଷଣା କରିଛନ୍ତି । କହିଛନ୍ତି ରୁଷୁରୁ ଭାରତ ତେଲ କିଣିବା ଜାରି ରଖିଛି । ଏପରିକି ଭାରତକୁ ରୁଷ ଇନ୍ଧନ ଯୋଗାଉଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି । ପୂର୍ବରୁ ଭାରତ ଉପରେ ୨୫% ଟାରିଫ ଲାଗାଇଛି ଆମେରିକା । ଆସନ୍ତା ୭ ତାରିଖରୁ ନୂଆ ଟାରିଫ ଲାଗୁ ହେବ। ଆମେରିକା ରୁଷିଆରୁ ୟୁରାନିୟମ, କେମିକାଲ ଓ ଫର୍ଟିଲାଇଜର୍ସ କିଣାଯାଉଥିବା ପ୍ରଶ୍ନରେ ଟ୍ରମ୍ପ କହିଛନ୍ତି ମୁଁ ଏ ବିଷୟରେ ଜାଣିନି । ମତେ ଏ ବିଷୟରେ ଅନୁଧ୍ୟାନ କରିବାକୁ ପଡିବ ବୋଲି କହିଛନ୍ତି ଟ୍ରମ୍ପ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପୂର୍ବତନ ଉପବାଚସ୍ପତି ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ

ପୂର୍ବତନ ଉପବାଚସ୍ପତି ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ । ଖଣ୍ଡପଡାଗଡର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ । ଭୁବନେଶ୍ୱରର ଏକ ଘରୋଇ...

ADVERTISEMENT
Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

Login