The Ultimate Managed Hosting Platform
ADVERTISEMENT

ବ୍ରାଉନସୁଗାର ଜବତ, ଚଢାଉ ବେଳେ ଅବକାରୀ ଟିମ୍ ହଟହଟା

Facebook
Twitter
LinkedIn

ବାଲେଶ୍ୱର : ବ୍ରାଉନସୁଗାର ଜବତ କରିବାକୁ ଆସି ହଟହଟା ହେଲେ ଅବକାରୀ ଟିମ୍ ।ମହିଳାଙ୍କୁ ଗିରଫ କରି ନେଲା ବେଳେ ଗାଡିର ଚାବି ଛଡାଇ ନେଲେ ଲୋକ । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ବଜାରରେ ବ୍ରାଉନସୁଗାର ଜବତ କରିବାକୁ ଆସିଥିଲେ ଅବକାରୀ ସାଟେଲାଇଟ ଟିମ୍ । ସେଠାରେ ବ୍ରାଉନସୁଗାର ଜବତ ସହ ମହିଳାଙ୍କୁ ଗିରଫ କରିଥିଲେ । ସେହି ସମୟରେ ମହିଳାଙ୍କ ପରିବାର ଆସି ଅବକାରୀ ବିଭାଗ ଗାଡିର ଡ୍ରାଇଭରକୁ ଧକ୍କା ମାରି ଚାବି ଛଡାଇ ନେଇଥିଲେ । ମୁଲତାନି ମାଟିକୁ ବ୍ରାଉନସୁଗାର ଦର୍ଶାଇ ମହିଳାଙ୍କୁ ଗିରଫ କରିଥିବା ଅଭିଯୋଗ ହୋଇଛି । ସେପଟେ ବ୍ରାଉନସୁଗାର ଜବତ ହୋଇଥିବା କହିଛି ଅବକାରୀ ଟିମ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login