The Ultimate Managed Hosting Platform
ADVERTISEMENT

ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ଜୀବନ ନେଇଗଲେ

Facebook
Twitter
LinkedIn

ପାଲଲହଡା : ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପିଟି ଜୀବନ ନେଇଗଲେ । ପାଲଲହଡା ଥାନା ଭୀମକାଣ୍ଡ ଗାଁରେ ହତ୍ୟାକାଣ୍ଡ । ହତ୍ୟା ପରେ ଅଭିଯୁକ୍ତ ଯୁବକ ଫେରାର ଥିବା ସୂଚନା । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଗାଁରେ ଦୋଳି ତିଆରିକୁ ନେଇ ନକୁଳଙ୍କର ଦୁଇ ଯୁବକ ଜିତୁ ପ୍ରଧାନ ଓ କାହ୍ନା ପ୍ରଧାନଙ୍କ ସହିତ ବଚସା ହୋଇଥିଲା । ସେଥିରେ ଉତ୍କ୍ଷିପ୍ତ ହୋଇ ଦୁଇ ଯୁବକ ଠେଙ୍ଗା ରେ ମୁଣ୍ଡକୁ ପିଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ହତ୍ୟା ପରେ ଦୁଇ ଅଭିଯୁକ୍ତ ଫେରାର ଥିବା ବେଳେ ପାଳଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login