The Ultimate Managed Hosting Platform
ADVERTISEMENT

ବିବାହ ବନ୍ଧନରେ ବାନ୍ଧି ହେଲେ କରଣ-ଦ୍ରିଶା

Facebook
Twitter
LinkedIn

ନୂଆଦିଲ୍ଲୀ : ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ସୁପରଷ୍ଟାର ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ। ଆଜି ତାଙ୍କର ଦ୍ରିଶା ଆଚାର୍ୟ୍ୟଙ୍କ ସହ ବିବାହ ହୋଇଛି। ବିବାହ ପରେ ଏବେ ସେ ସମୟର ଫଟୋ ଭାଇରାଲ ହେବାରେ ଲାଗିଛି। ବିବାହ ସମୟରେ ଦ୍ରିଶା ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ କରଣ କ୍ରୀମ ରଙ୍ଗର ପୋଷାକ ପିନ୍ଧିଥିବା ଦେଖାଯାଇଛି। ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଫିଲ୍ମ ‘ପଲ ପଲ ଦିଲ କେ ପାସ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଯଦିଓ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିନଥିଲା, ହେଲେ ଫିଲ୍ମର ଗୀତଗୁଡିକ ହିଟ୍ ହୋଇଥିବା ଦେଖାଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login