ଭୁବନେଶ୍ୱର : ରାତି ସାରା ବିଧାନସଭା ଚାଲିବାକୁ ନେଇ ବିଜେଡିକୁ କଂଗ୍ରେସର ଟାର୍ଗେଟ । କଂଗ୍ରେସ ଭବନରେ ପ୍ରେସମିଟ କରି ବର୍ଷିଲେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ । ବିଜେପି ସହ ବିଜେଡି ମିଶିକି ଅଛି ବୋଲି ପ୍ରମାଣିତ ହେଲା କହିଲେ ତାରା । ବିଜେଡି ରାତି ସାରା ସହଯୋଗ କରିବାରୁ ୨ଟି ବିଲ୍ ପାରିତ ହେଲା । ବିଜେପି-ବିଜେଡି ଗୋଟିଏ ଦଳ ବୋଲି ପ୍ରମାଣିତ ହେଲା ।
Views: 24