The Ultimate Managed Hosting Platform
ADVERTISEMENT

ବିଜେପିରେ ୟୁଟ୍ୟୁବର ମନୀଷ କଶ୍ୟପ

Facebook
Twitter
LinkedIn

ନୂଆଦିଲ୍ଲୀ : ବିଜେପିରେ ସାମିଲ ହେଲେ ମନୀଷ କଶ୍ୟପ । ବିବାଦରେ ଘେରିହୋଇଥିବା ବିହାରର ଲୋକପ୍ରିୟ ୟୁଟୁବ୍ୟର ମନୀଷ କଶ୍ୟପ ଆଜି ଦିଲ୍ଲୀରେ ବିଜେପିରେ ଯୋଗ ଦେଇଛନ୍ତି । ସେଠାରେ ବିଜେପି ନେତା ମନୋଜ ତିୱାରୀ, ଅନୀଲ ବାଲୁନିଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ମନୀଷ । ତେବେ ସେ ପୂର୍ବରୁ ପଶ୍ଚିମ ପଶ୍ଚିମ ଚମ୍ପାରଣ ସିଟରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଥିଲେ, ହେଲେ ଏବେ ସେ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login