The Ultimate Managed Hosting Platform
ADVERTISEMENT

ବିଜେପିରେ ଯୋଗଦେଲେ ଅମରେନ୍ଦ୍ର

Facebook
Twitter
LinkedIn

ଭୁବନେଶ୍ୱର : ବିଜେପିରେ ସାମିଲ ହେଲେ ଅମରେନ୍ଦ୍ର ଦାସ । ବିଜେଡିରୁ ଇସ୍ତଫା ଦେଇଥିବା ଜଗତସିଂହପୁରର ଅମରେନ୍ଦ୍ର ଦାସ ବିଜେପିରେ ସାମିଲ ହୋଇଛନ୍ତି । ନିଜ ସମର୍ଥକଙ୍କୁ ନେଇ ବିଜେପିରେ ସାମିଲ ହୋଇଛନ୍ତି । ଏଥିପାଇଁ ପ୍ରଦର୍ଶନୀ ପଡିଆରୁ ଏକ ରାଲି ଆରମ୍ଭ କରି ଶଂଖ ଭବନକୁ ଯାଇଥିଲେ । ବିଜେଡି ଜଗତସିଂହପୁର ଆସନ ପାଇଁ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଛି । ହେଲେ ଅମରେନ୍ଦ୍ର ଦାସ ସମାନ ଆସନ ପାଇଁ ଆଶାୟୀ ଥିଲେ । ଟିକେଟ୍ ନମିଳିବା ପରେ ନିରାଶ ହୋଇ ଅମରେନ୍ଦ୍ର ଦାସ ଦଳ ଛାଡିଥିବା କୁହାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login