The Ultimate Managed Hosting Platform
ADVERTISEMENT

ବଢିବନି ପେଟ୍ରୋଲ-ଡିଜେଲ ଦାମ

Facebook
Twitter
LinkedIn

ଭୁବନେଶ୍ୱର : ଏକ୍ସାଇଜ ଡ୍ୟୁଟି ବୃଦ୍ଧି ସତ୍ତ୍ୱେ ବଢିବନି ପେଟ୍ରୋଲ-ଡିଜେଲ ଦର । ଏ ନେଇ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି । ବର୍ଦ୍ଧିତ ଏକ୍ସାଇଜ ଡ୍ୟୁଟି ବିଏସୟୁ ବହନ କରିବ । ଏନେଇ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ବର୍ତ୍ତମାନ ଅଶୋଧିତ ତୈଳର ଅନ୍ତର୍ଜାତୀୟ ମୂଲ୍ୟରେ ଅସ୍ଥିରତା ରହିଛି । ଏପରି ପରିସ୍ଥିତିରେ, ତୈଳ ଦର ବୃଦ୍ଧି ପଦକ୍ଷେପ ସାଧାରଣ ଲୋକଙ୍କ ପକେଟ ଉପରେ ଅତିରିକ୍ତ ବୋଝ ପକାଇଥାନ୍ତା । ବିଶେଷକରି ଯେଉଁମାନେ ପ୍ରତିଦିନ ଯାନରେ ଯାତ୍ରା କରନ୍ତି କିମ୍ବା ପରିବହନ କ୍ଷେତ୍ର ସହିତ ଜଡିତ ସେମାନଙ୍କୁ ଖୁବ୍ ବାଧିଥାନ୍ତା। ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login